
|
|

|
ମୁକ୍ତ ଏବଂ ଦୂରଶିକ୍ଷା
ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରାୟ ଅର୍ଦ୍ଧେକ ଛାତ୍ର ଛାତ୍ରୀମାନେ ଦୂରସ୍ଥ ଶିକ୍ଷା ପଦ୍ଧତିରେ ପ୍ରଶିକ୍ଷଣ ପାଉଛନ୍ତି ଅର୍ଥାତ୍ ମୁକ୍ତ ବିଶ୍ୱବିଦ୍ୟାଳୟ ବା ସାଧାରଣ ବିଶ୍ୱବିଦ୍ୟାଳୟଗୁଡ଼ିକ ପତ୍ର ବିନିମୟ ଶିକ୍ଷା ପ୍ରଶିକ୍ଷଣ ବିଭାଗରେ ଶିକ୍ଷା ଗ୍ରହଣ କରୁଛନ୍ତି. କିନ୍ତୁ ବର୍ତ୍ତମାନ ଦୂରସ୍ଥ ଶିକ୍ଷା କ୍ଷେତ୍ରରେ ଯୋଗ୍ୟତାର ସମତୂଲ୍ୟତା ନେଇ ପ୍ରଶ୍ନଚିହ୍ନ ରହି ଯାଇଛି (ପ୍ରାୟ ଏହା ନିୟମିତ ବିଶ୍ୱବିଦ୍ୱାଳୟରେ ଉଚ୍ଚ ଶିକ୍ଷାର ତୁଳନାରେ ମୁକ୍ତ ବିଶ୍ୱବିଦ୍ୱାଳୟର ପାଠ୍ୟକ୍ରମ ସମାନ ସ୍ତରର କି ? ). ଏହା ପରେ ମୁକ୍ତ ପାଠ୍ୟକ୍ରମ ନିର୍ମାଣରେ ଓ ଗୋଟିଏ ଅଭାବିତ ସୁଯୋଗ ଆସି ଯାଇଛି. ବ୍ରଡବ୍ୟାଣ୍ଡ୍ ଓ ଇଣ୍ଚରନେଟ୍ କ୍ଷେତ୍ରରେ ଗୋଟିଏ ବଡ଼ ପରିବର୍ତ୍ତନ ଆସିଛି ଯାହା ମୁକ୍ତ ପାଠ୍ୟ ସାମଗ୍ରୀର ପ୍ରସ୍ତୁତି ଓ ତାର ବିତରଣରେ ବିପ୍ଲବ ଘଟିଛି. ଏହାକୁ ଆହୁରି ଶକ୍ତିଶାଳୀ କରିବା ଦରକାର. ଏହାଛଡ଼ା ବିଶିଷ୍ଟ ବିଶେଷଜ୍ଞଙ୍କ ଦ୍ବାରା ପ୍ରସ୍ତୁତ ଏହିସବୁ ମୁକ୍ତ ବିଶ୍ୱବିଦ୍ୱାଳୟ ବ୍ୟବହାର କରି ପାରିବେ ସେଇ ବ୍ୟବସ୍ଥା କରିବାକୁ ହେବ.
ରାଷ୍ଟ୍ରୀୟ ଜ୍ଞାନ ଆୟୋଗର କେତେକ ପରିଣାମ ବିଚାରଧିନ, ଯଥା :
- ଦୂରଶିକ୍ଷା ପାଇଁ ସର୍ବୋଚ୍ଚ ତାନ୍ତ୍ରିକ କୌଶଳର ବ୍ୟବହାର
- ପ୍ରକୃତପକ୍ଷେ ଶ୍ରେଣୀ କକ୍ଷ ସ୍ଥାପନ ପାଇଁ ବ୍ରଡ଼ବ୍ୟାଣ୍ଡ୍ ଓ ଇଣ୍ଟରନେଟର ସଂଯୋଗ
- ଦେଶରେ ଖୋଲା ପଥ ମାଧ୍ୟମରେ ସଂଗ୍ରହ ଓ ସମ୍ପଦର ବଣ୍ଟନ
- ଓ.ସି.ଡବ୍ଲୁ ର ଉନ୍ନତି, ମାନକ ସ୍ଥାପନ, ଅନ୍ତର୍ପ୍ରୟୋଗ ପାଇଁ ଶିଳ୍ପ ଅନ୍ତର୍ଭୁକ୍ତ ହେବା ଉଚିତ୍
| More Open and Distance Education links: |
ପରାମର୍ଶ |
|
|
|