ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
କୈନ୍ଦ୍ରିକ କ୍ଷେତ୍ରସମୂହ | ଲାଇବ୍ରେରୀସ୍

ଲାଇବ୍ରେରୀସ୍

ଜ୍ଞାନର ବୀସ୍ତିର୍ଣ୍ଣ ଏବଂ ଅନ୍ତଃପ୍ରବେଶ ପ୍ରଦାନ ପାଇଁ ପାଠାଗାରର ଭୂମିକା ବ୍ୟାପକ ଭାବରେ ସ୍ୱୀକୃତ. ଆଜିର ସନ୍ଦର୍ଭରେ ପାଠାଗାରକୁ ଦୁଇ ଗୋଟି ସ୍ୱତନ୍ତ୍ର ଭୂମିକା ସମ୍ପାଦାନ କରିବାକୁ ପଡ଼େ. ଯଥା – ସୂଚନା ଏବଂ ଜ୍ଞାନର ଆଞ୍ଚଳିକ କେନ୍ଦ୍ର ପରି କାର୍ଯ୍ୟ କରିବା ଏବଂ ରାଷ୍ଟ୍ରୀୟ ଓ ବର୍ତ୍ତୁଳାକାର ଜ୍ଞାନ ପାଇଁ ଏକ ଆଞ୍ଚଳିକ ପ୍ରବେଶ ପଥ ହେବା. ଏହି ଲକ୍ଷ ସାଧନ ପାଇଁ ଉପସ୍ଥିତ ପାଠାଗାରଗୁଡ଼ିକ ତାଙ୍କର ସଂଗ୍ରହ, ସେବା ଏବଂ ସୁବିଧା ସୁଯୋଗକୁ ଆଧୁନିକୀକରଣ ଏବଂ ଅଧିକ ଚଞ୍ଚଳ ଓ ଅନ୍ୟାନ୍ୟ ଅନୁଷ୍ଠାନ, ସଂଘ ଓ ଗୋଷ୍ଠୀ ସଂପୃକ୍ତ ସୂଚନା ବିଭାଗ ଉନ୍ନତି ପାଇଁ ବେସରକାରୀ ସଂସ୍ଥାରେ ପରିଣତ ହେବା ଉଚିତ.

ରାଷ୍ଟ୍ରୀୟ ଜ୍ଞାନ ଆୟୋଗର କେତେକ ପରିଣାମ ବିଚାରଧିନ, ଯଥା :
  • ପାଠାଗାରର ଆନୁଷ୍ଠାନିକ ଗଠନ
  • ନେଟଓ୍ବାର୍କିଂ
  • ଶିକ୍ଷା, ତାଲିମ ଏବଂ ଅନୁସନ୍ଧାନ;
  • ଲାଇବ୍ରେରୀର ଆଧୁନିକୀକରଣ ଏବଂ କମ୍ପ୍ୟୁଟରୀକରଣ;
  • ନିଜସ୍ୱ ଏବଂ ବ୍ୟକ୍ତିଗତ ସଂଗ୍ରହର ଚଳନ ଏବଂ
  • ପରିବର୍ତ୍ତିତ ଆବଶ୍ୟକତା ପାଇଁ ସଦସ୍ୟ ପ୍ରୟୋଜନ

More Libraries links: ଅନୁମୋଦନସମୂହ
  ପରାମର୍ଶ
  Working Group Report