
|
|

|
ଆଇନ ଶିକ୍ଷା
ଆଇନ ଶିକ୍ଷା ବ୍ୟବସାୟ ଶିକ୍ଷାର ଏକ ଏପରି ଦିଗ ଅଟେ, ଯେଉଁଟା କେବଳ ସମାଜରେ ଆଇନର ଐତିହାସିକ ଉପଯୋଗୀତା ଦୃଷ୍ଟିରୁ, ବରଂ ଭୂମଣ୍ଡଳୀକରଣର ବିଦ୍ୟମାନ ସନ୍ଦର୍ଭ ଦୃଷ୍ଟିରୁ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ହୋଇଯାଇଛି. ଆଇନର ଶିକ୍ଷା ଜ୍ଞାନର ସିଦ୍ଧାନ୍ତକୁ ରଚନା କରିବା ଏବଂ ସେସବୁ ସିଦ୍ଧାନ୍ତକୁ ସମାଜରେ ଆପଣାଇବାର ପ୍ରୟାସରେ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗସୂତ୍ର ଅଟେ. ଶିକ୍ଷା, ମକଦ୍ଦମା, କମ୍ପାନୀମାନଙ୍କର କାର୍ଯ୍ୟକଳାପ, ସରକାର ଏବଂ ସମାଜରେ ପ୍ରଶିକ୍ଷିତ ଆଇନଜ୍ଞାତାମାନଙ୍କର ଆବଶ୍ୟକତା ପୂର୍ବ କିଛି ବର୍ଷ ମଧ୍ୟରେ ବହୁତ ବୃଦ୍ଧି ପାଇଛି ଏବଂ ଏପରି ଅନୁମାନ ଅଛି ଯେପରିକି ଆସନ୍ତା ବର୍ଷଗୁଡ଼ିକ ମଧ୍ୟରେ ଆଇନ ସମ୍ପର୍କୀୟ ଜ୍ଞାତ ପ୍ରଶିକ୍ଷିତ ବ୍ୟକ୍ତିମାନଙ୍କ ପାଇଁ ଦାବୀ ଅନେକମାତ୍ରାରେ ବଢ଼ିବ. ଏଣୁ ଭାରତର ଆଇନ ଶିକ୍ଷା ବିଷୟରେ ଏକ ସ୍ପଷ୍ଟ ଦୀର୍ଘକାଳିନ ନୀତି ତିଆରି କରିବା ଆବଶ୍ୟକ. ଏହି ନୀତିରେ ବାରମ୍ବାର ଉତ୍କୃଷ୍ଟତା ବଜାୟ ରଖିବା ଉପରେ ଧ୍ୟାନ ଦେବାକୁ ପଡ଼ିବ.
ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ପ୍ରଥମ ପେଷାଦାରୀ ଆଇନଜୀବି ଏବଂ ଆଇନ ବିଷୟକ ଶ୍ରେଷ୍ଠ ଅଧ୍ୟାପକବୃନ୍ଦ ସଙ୍ଗେ ଦେଶରେ ଆଇନ ଶିକ୍ଷା ନେଇ ବିଚାର ବିନିମୟ କରୁଛି. ଏହି ବିଷୟରେ କିଛି ପ୍ରମୁଖ ବିଚାର ହେଲା ଏଇ ପ୍ରକାରର :
- ଗୁଣାତ୍ମକ ଆଇନ ଶିକ୍ଷାରେ ପ୍ରବେଶ;
- ପ୍ରତିଭାବାନ କର୍ମ ସଦସ୍ୟଙ୍କର ଆକର୍ଷଣ ଓ ଅଧିନସ୍ଥ କରିବାର.
- ନିୟମିତ ପାଠ୍ୟକ୍ରମର ଉନ୍ନତି ସକାଶେ ପଥ ଚିହ୍ନଟ
- ଅର୍ନ୍ତଗଠନ ଓ ପ୍ରଶାସନ ବିଷୟ ପାଇଁ ପ୍ରଚଳିତ ସମାଧାନର ଅନୁସନ୍ଧାନ
- ନିୟାମକ ବିଷୟ
- ଏକ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ବିଧାର ପ୍ରସାର, ଯାହା ବିଶ୍ୱବ୍ୟାପୀ ପ୍ରତିଯୋଗୀତା ଅଟେ.
- ଅଧିନସ୍ଥ ନିୟମ ତାଲିମର ସଂସ୍କୃତିର ଗଠନ, ଯାହା ସମାଜ ଓ ଅର୍ଥନୀତିର ବିଭିନ୍ନ କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବ.
| More Legal Education links: |
ପରାମର୍ଶ |
|
|
|