
|
|

|
ବୁଦ୍ଧି ସମ୍ବନ୍ଧୀୟ ବିଷୟ ଅଧିକାର (ଆଇ ପି ଆର ଏସ୍) (IPRs)
ଆଜିକାର ଜ୍ଞାନ ଭିତ୍ତିକ ଅର୍ଥନୀତି ଓ ସମାଜରେ ବିଶେଷକରି ଅର୍ଥନୀତିକ ବିଶ୍ୱବ୍ୟାପି ସନ୍ଦର୍ଭ IPRs ହୋଇପଡ଼ିଛି ଅତ୍ୟନ୍ତ ଜରୁରୀ ହତିଆର. ଏହା ବିଶ୍ୱସ୍ତରର ବଜାରରେ ପ୍ରତିଦ୍ୱନ୍ଦିତା ନାମରେ ଚାହିଁବା, ତାହାଦ୍ୱାରା ସଫଳତା ନିର୍ଭର କରିବ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ, ସେମାନେ କେତେ ନୂତନ ନୂତନ ଅବଧାରଣ ସୃଷ୍ଟି କରିପାରିଛନ୍ତି କାରଣ ଏହିସବୁ ଆବିଷ୍କାର ଥିବା ଯୋଗୁଁ ଦେଶରେ ଧନ ସମ୍ପତ୍ତି ନାନା ଉତ୍ପାଦିତ ବସ୍ତୁ ତିଆରି ହୁଏ. IPR ମାଧ୍ୟମ କିଛି ଏମିତି ସମୟରେ ଜନ୍ମ ତାର ସ୍ରଷ୍ଟାର ସ୍ୱତନ୍ତ୍ର ଏକଚାଟିଆ ଅଧିକାର ଦିଆ ହେଉଛି ଯେଉଁଥିପାଇଁ ଆର୍ଥିକ ଦିଗ କ୍ଷେତ୍ରରେ ନୂତନ ନୂତନ ଆବିଷ୍କାରର ପ୍ରତି ଗୋଟିଏ ସନ୍ଦର୍ଥକ ମନୋଭାବ ଜାଗେ. ଯେକୌଣସି କାର୍ଯ୍ୟ କରୁଥିବା IPR ପଦ୍ଧତି ବିଶ୍ୱାସଯୋଗ୍ୟ ଓ ଆଇନ ନିର୍ଭର ପରିବେଶର ଅଙ୍ଗବିଶେଷ, ଏହା ଉପରେ ଭିତ୍ତିକରି ବିଦେଶୀ ପୁଞ୍ଜି ଏବଂ କାରିଗରୀ କୌଶଳ ହସ୍ତାନ୍ତରଣର ସଠିକ ସିଦ୍ଧାନ୍ତ ନିଆଯିବ.
ଏଇ କ୍ଷେତ୍ରରେ କିଛି ଗଠନଗତ ବିଚାର୍ଯ୍ୟ ବିଷୟ ହେଲା :
- ଆଇନରେ ସ୍ଥାନ ପାଇଛି ଏପରି ଚୁକ୍ତିର ଅଧିକାର ବାଧ୍ୟବାଧକତା ପ୍ରଭୃତିର ବିଷୟରେ ସ୍ପଷ୍ଟ ବର୍ଣ୍ଣିତ;
- ଆଇନ ପାଇଁ ସମ୍ମାନ
- ପ୍ରୟୋଗ କ୍ଷେତ୍ରରେ କାର୍ଯ୍ୟକାରୀ ହେବାପରି ଆଇନ ବ୍ୟବସ୍ଥା ଗଢ଼ି ତୋଳିବା;
- IPR ତଥ୍ୟ ସଂକ୍ରାନ୍ତ ନିଖୁଣ ଓ ବିସ୍ତାରିତ ବ୍ୟବହାର ପାଇଁ ଉପଯୁକ୍ତ ଖବର; ବିଭିନ୍ନ କ୍ଷେତ୍ର କାର୍ଯ୍ୟରତ IPR ବିଷୟରେ କ୍ରମାଗତ ପ୍ରଶିକ୍ଷଣ;
- ଆଧୁନିକ କାର୍ଯ୍ୟ ଆଧାରରେ ସୃଷ୍ଟି ଓ ଏ ବିଷୟରେ ପ୍ରଗତି ବିଶେଷ କରି ବିଭିନ୍ନ IPR ଅଫିସର ପ୍ରୟୋଜନୀୟ ମାନବ ସଂଶାଧନ ଜଡ଼ିତ;
- ବିଭିନ୍ନ IPR ଅଫିସର ମଧ୍ୟ ଗୋଟିଏ ସଂଗତି ସଂସ୍ଥାପନ ଏବଂ ଶାସନଗତ ପ୍ରକ୍ରିଯ଼ାର ପଦ୍ଧତିଗତ ଉନ୍ନୟନ ସମ୍ଭବତଃ ସମସ୍ତ ଦୃଷ୍ଟିରୁ ଗୁରୁତ୍ତ୍ୱପୂର୍ଣ୍ଣ ବ୍ୟାପାର ହେଲା,
- ଜ୍ଞାନର ସୃଷ୍ଟି, ପ୍ରୟୋଗ ଏବଂ ପ୍ରଚାରର କ୍ଷେତ୍ରରେ ଗୋଟିଏ ବ୍ୟାପକ ଓ ପ୍ରଭାବୀ IPR ସାଂସ୍କୃତିକ ଗଢ଼ିତୋଳିଛି. ଏହାର ସମସ୍ତଙ୍କ ସାଙ୍ଗରେ ବଜାରରେ ଚାହିଦା ଓ ପୁରସ୍କାରରେ ଗୋଟିଏ ସମ୍ବନ୍ଧ ରହିଛି.
|
|
|