ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
କୈନ୍ଦ୍ରିକ କ୍ଷେତ୍ରସମୂହ | ରୀତି ପରିବର୍ତ୍ତନ

ରୀତି ପରିବର୍ତ୍ତନ

ଭାରତର ଅର୍ଥ ବ୍ୟବସ୍ଥାର ବାର୍ଷିକ ବୃଦ୍ଧିର ଦର ୬-୮ ପ୍ରତିଶିତ ଅଟେ, ଯଦିଓ ରପ୍ତାନୀକରଣ ୩୦ ପ୍ରତିଶତ ସି.ଏ.ଜି.ଆର୍ (CAGR)ର ଦରଠାରୁ ବଢ଼ି ଚାଲିଛି. ଭାରତର ଅନେକ କମ୍ପାନୀଗୁଡ଼ିକ ଅନ୍ତର୍ରାଷ୍ଟ୍ରୀୟ କମ୍ପାନୀ ଓ ବ୍ରାଣ୍ଡ୍ ସହୁତ ପ୍ରତିଯୋଗୀତା କରୁଛି. ଏଣୁ ଏହା ଉପସଂହାର କରାଯାଇପାରେ ଯେ ଏହି ସବୁର ଶ୍ରେୟ କାମ କରିବା ଯୋଗ୍ୟ ପରିବେଶ ତିଆରି କରାଯାଉ, ପୁଞ୍ଜି ଏବଂ ଶ୍ରମ ଉତ୍ପାଦନ ବୃଦ୍ଧି କରାଯାଉ, ମାଲ ଓ ସେବାର କମ ଉପଯୋଗରେ ଗୁଣାତ୍ମକ ସୁଧାର ପରି ଉପାୟଗୁଡ଼ିକ କରାଯାଉ. ଭାରତୀୟ ଅର୍ଥବ୍ୟବସ୍ଥାରେ ସଂଖ୍ୟା ଓ ଗୁଣବତ୍ତାର ଦୃଷ୍ଟିରୁ ହେଉଥିବା ଏହି ବୃଦ୍ଧିର ପଛରେ ଅଭିନବ ପ୍ରୟାସଗୁଡ଼ିକର ହାତ ରହିଛି. ଯଦିଓ ଏହିପରି ପ୍ରୟାସ ସହଜରେ ଦେଖାଯାଏ ନାହିଁ.

ରାଷ୍ଟ୍ରୀୟ ଜ୍ଞାନ ଆୟୋଗ ଖୋଜି ବାହାର କରିଛି, ଅନୁସନ୍ଧାନ କରିବା କିପରି ଭାବେ ନୂତନ ନୂତନ ଚିନ୍ତାଧାରା ଉଠି ଆସିଛି ଏହା ମଧ୍ୟରେ ପ୍ରଗତି ଓ କର୍ମ ବିଧାନ ପ୍ରତିଯୋଗିତାର ଧାରା ଗଢ଼ି ଉଠିଛି ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଏଇ ଅନୁସନ୍ଧାନର ପ୍ରଧାନ ଉଦ୍ଦେଶ୍ୟ ହେଲା ଭାରତରେ ଆବିଷ୍କାର କରିବାର ଓ ନୂତନ ଭାବେ ଚିନ୍ତା କରିବାର କ୍ଷମତାକୁ ବଢ଼ାଇବା ଓ ବହୁତ କ୍ଷେତ୍ରରେ ତାହାର ପ୍ରତିଫଳନର ପ୍ରୟାସ କରିବା ଏବଂ ତାହାସଙ୍ଗେ ସରକାରର ମାନସିକତାର ପରିବର୍ତ୍ତନ ଏବଂ ଏଇ ନବଜାଗରଣରେ ତାହାର ସାର୍ଥକ ଭୂମିକା ନେଇ ଆହୁରି ଅଧିକ ଜ୍ଞାନ ପ୍ରାପ୍ତ କରିବା. ଜ୍ଞାନ ଆୟୋଗ ଏପରି ଭାବେ ରାଷ୍ଟ୍ରୀୟ ସ୍ତରରେ ଆବିଷ୍କାରର ପରିବେଷ ସୃଷ୍ଟିର କଥା ଭାବିଛି ଏଠାରେ ସ୍ଥାନୀୟ ଓ ଜାତୀୟ ସ୍ତରରେ ନୂତନ ବ୍ୟବସ୍ଥା – ବାଣିଜ୍ୟିକ ଉତ୍ସାହ ଦେବାକୁ ହେବ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯ଼ା କ୍ଷେତ୍ରରେ ନୂତନ ଆନ୍ତର୍ବିଷୟକ ଅଧ୍ୟୟନ ଆହୁରି ସକ୍ରିୟ ହୋଇ ଉଠିବେ ଏତେ ନୂତନ ପଦ୍ଧତି ଓ ସମାଧାନର ସୂତ୍ର ମିଳି ପାରିବ. ତାହା ଏହି କ୍ଷେତ୍ରରେ ଆହୁରି ବେଶି ଜାଣିବା ପାଇଁ ଜ୍ଞାନ ଆୟୋଗ ଯଦି ଏକଟା ରାଷ୍ଟ୍ରୀୟ ସ୍ତରରେ ସର୍ବେକ୍ଷଣକୁ ହାତକୁ ନେଇ ବିଭିନ୍ନ କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଆଲୋକପାତ କରି ପାରିବନି ଏକସଙ୍ଗରେ ବିଭିନ୍ନ କ୍ଷେତ୍ରର ପ୍ରଧାନ ଲୋକଙ୍କ ସହ ନିଜେ ଆୟୋଗ ଚାହୁଁଛି ଏକ କାର୍ଯ୍ୟଶାଳାର ଆୟୋଜନ କରିବା ପାଇଁ.


More Innovation links: ଅନୁମୋଦନସମୂହ