|
ବୃତ୍ତିଗତ ଶିକ୍ଷା ବିଷୟର ଏନ୍.କେ.ସି (NKC) ର ପରାମର୍ଶ ସମୁହ
ଏପ୍ରୀଲ୍ ୧୧,୨୦୦୬ ସାଲରେ ବୃତ୍ତିଗତ ଶିକ୍ଷା ବିଷୟରେ ଏକ ବୈଠକ ବସିଥିଲା. ଏହାର ଉଦ୍ଦେଶ୍ୟ ଥିଲା ଭାରତର ବୃତ୍ତିଗତ ଶିକ୍ଷା କ୍ଷେତ୍ରରେ ଯାହା ସବୁ ସମସ୍ୟା ରହିଛି, ସେଗୁଡ଼ିକୁ ଚିହ୍ନିତ କରିବା ଏବଂ କି ପ୍ରକାର ପଦକ୍ଷେପ ଆୟୋଗକୁ ନେବା ଦରକାର ସେ ବିଷୟରେ ପରାମର୍ଶ ଦେବା. ଏହା ଛଡ଼ା, ସରକାରଙ୍କ ଏବଂ ସିଭିଲ୍ ସୋସାଇଟିଙ୍କ ପାଖରେ ଯାହା ବିକଳ୍ପ ରହିଛି, ତାହାର ପରିକ୍ଷା ମଧ୍ୟ କରା ହୋଇଥିଲା।
ଯୋଗଦାନକାରୀଙ୍କ ନାମ:
- Gen. S.S. Mehta
Director General, Confederation of Indian Industry
- Dr. Pankaj Chandra
Professor, Indian Institute of Management Ahmedabad
- Dr. Partha Mukhopadhyay
Fellow, Centre for Policy Research
- Mr K P Murthy
Consultant, MICO-BOSCH
- Dr P M Bhargava
Vice-Chairman, National Knowledge Commission
|
|