|
NKC ର ସ୍ନାତକ ପୂର୍ବ ଶିକ୍ଷା ବିଷୟରେ ଆଲୋଚନା
ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର :
- Dr. Kiran Datar (Chairperson)
Advisor, Delhi University
- Dr. S.K. Garg (Member)
Principal, Deen Dayal Upadhyaya College, Delhi
- Dr. Meenakshi Gopinath (Member)
Principal, Lady Sri Ram College, Delhi
- Dr. Fraser Mascarenhas (Member)
Principal, St. Xavier's College, Mumbai
- Dr. B.K. Mishra (Member)
Dept. of Geology, Science College, Patna
- Prof. Prasanta Ray (Member)
Formerly of Presidency College, Kolkata
- Dr. Anil Wilson (Member)
Principal, St. Stephen's College, New Delhi
ପ୍ରସଙ୍ଗର ସର୍ତ୍ତାବଳୀ:
- ପାଠ୍ୟବସ୍ତୁ, ଅଧ୍ୟାପନା, ପରିଗଠନ, ଶାସନ ଏବଂ ପ୍ରବେଶାଧିକାର ଏହି ସବୁ ବିଷଯ଼ରେ ସମସ୍ୟା, ଆହ୍ୱାନ୍ ଏବଂ ବାଧା ବିପତ୍ତି ରହିଛି, ସେଗୁଡ଼ିକୁ ଚିହ୍ନଟ କରିବା.
- ଏହି ସବୁ ସମସ୍ୟା ଓ ଆହ୍ୱାନର ମୁକାବିଲା କରି ଏହି ପରିବର୍ତ୍ତନ ଏବଂ ସଂସ୍କାରର ପ୍ରଯ଼ୋଜନ, ବିଶେଷକରି ପାଠ୍ୟବସ୍ତୁ, ଅଧ୍ୟାପନା, ପରିଗଠନ ଓ ଶାସନ ଓ ପ୍ରବେଶଧିକାର ବିଷୟରେ, ସେଥିପାଇଁ ସଂସ୍କୃତି ପ୍ରସ୍ତୁତ କରିବା.
- ପାଠ୍ୟବସ୍ତୁ ନିର୍ମାଣ, ଶିକ୍ଷା ପଦ୍ଧତି ଏବଂ ଏ ବିଷୟରେ ଗବେଷଣା – ଏହିସବୁ କ୍ଷେତ୍ରରେ ନୂତନ କିଛି କରିବାର ସମ୍ଭାବନା ଦେଖାଇବା.
- ପ୍ରାକ୍ ସ୍ନାତକ ଶିକ୍ଷା ମାନର ଉନ୍ନୟନ ଏବଂ ଏ କ୍ଷେତ୍ରରେ ଚରମତମ ଉତ୍କର୍ଷ ଲାଭ କରିବାର ଉପାୟ ବାହାର କରିବା.
- ଏ ବିଷୟରେ ଅନ୍ୟ କିଛି ସମସ୍ୟା ରହିଛି ବା କିଛି ବିଚାରଣୀୟ ବିଷୟ, ସେ ନେଇ ଆଲୋଚନା.
|
|