
|
|

|
ଚିକିତ୍ସା ଶିକ୍ଷା ବିଷୟରେ NKC ପରାମର୍ଶ ଦେବା
ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର:
- Dr Sneh Bhargava (Chairperson)
Former Director of AIIMS, New Delhi
- Dr N.G. Desai
Medical Superintendent of IHBAS, Delhi
- Dr N.K. Ganguly
Director General of ICMR, New Delhi
- Dr V.I. Mathan
Former Director of CMC, Vellore
- Dr G.N. Rao
Founder Director, LVP Eye Institute, Hyderabad
- Dr S.K. Reddy
Professor of Cardiology at AIIMS, New Delhi
- Dr S.K. Sarin
Professor of Gastroenterology at G.B. Pant hospital, New Delhi
- Dr D. Shetty
Chairman of Narayana Hrudayalaya, Bangalore
- Dr K.K. Talwar
Director of PGIMER, Chandigarh
- Dr P.N. Tandon
President, National Brain Research Centre, Haryana
- Dr M.S. Valiathan
Former President INSA, Honorary Adviser to Manipal Institute of Higher education, Manipal
ପ୍ରସଙ୍ଗର ସର୍ତ୍ତାବଳୀ:
- ପାଠ୍ୟବସ୍ତୁ, ଶିକ୍ଷଣ ପରିଗଠନ, ଶାସନ ଓ ପ୍ରବେଶାଧିକାର ବିଷୟ ସମସ୍ୟା, ବାଧା ବିପତ୍ତି ଓ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା.
- ପାଠ୍ୟବସ୍ତୁ, ଶିକ୍ଷଣ ପରିଗଠନ, ଶାସନ ଓ ପ୍ରବେଶାଧିକାର ବିଷୟର ସମସ୍ୟା ଓ ଆହ୍ୱାନର ମୁକାବିଲା କରିବା ପାଇଁ ପ୍ରୟୋଜନୀୟ ପରିବର୍ତ୍ତନ ଓ ସଂଶୋଧନ ବିଷୟରେ ପରାମର୍ଶ ଦେବା.
- ଦେଶରେ ଚିକିତ୍ସା ଶିକ୍ଷାର ସୁବିଧା ସୁଯୋଗ କିପରି ଭାବେ ବୃଦ୍ଧି ପାଏ ସେ ବିଷୟରେ ମତାମତ ଦେବା.
- ସାଧାରଣ ମାନର ଉନ୍ନୟନ କରିବା ଓ କିଛି ଶ୍ରେଷ୍ଠ ଗବେଷଣା କେନ୍ଦ୍ର ତିଆରି କରିବାର କେଉଁ ଉପାୟ ସେ ବିଷୟରେ ଆଲୋଚନା କରିବା.
- ପ୍ରତିଭାଶାଳୀ ଅଧ୍ୟାପକମାନଙ୍କୁ କିପରି ଭାବେ ଆକୃଷ୍ଟ କରାଯିବ ଏବଂ କିପରି ଭାବେ ନିଯୁକ୍ତ କରି ରଖିବାକୁ ହେବ ସେଥିପାଇଁ ଆଲୋଚନା.
- ମେଡିକାଲ୍ କଲେଜ୍ ଓ ଶିକ୍ଷଣରତ ହସପିଟାଲଗୁଡ଼ିକ ଗବେଷଣାରେ ଉତ୍ସାହିତ କରିବା, କେଉଁ ଉପାୟରେ ଉଚ୍ଚମାନର ଗବେଷଣା ଚାଲିବ ସେଥିପାଇଁ ମତାମତ ଦେବା.
- ବିକଳ୍ପ ଚିକିତ୍ସା ବିଦ୍ୟା କ୍ଷେତ୍ରରେ ଶିକ୍ଷା ବିଷୟକୁ ମଜବୁତ୍ କରିବା ପାଇଁ ଅନୁସନ୍ଧାନ କରିବା.
- ପାରା ଚିକିତ୍ସା ଶାସ୍ତ୍ର ବିଷୟାଭୂତ ଶିକ୍ଷା କ୍ଷେତ୍ରର ବ୍ୟବସ୍ଥାକୁ ଆହୁରୁ ମଜବୁତ୍ କରିବା
- ଚିକିତ୍ସା ଶାସ୍ତ୍ର, ଜନସ୍ୱାସ୍ଥ୍ୟ ଏବଂ ସ୍ୱାସ୍ଥ୍ୟ ପରିଷେବାର ପଦ୍ଧତି–ଏଇ ସବୁର ମଧ୍ୟ ଗୋଟିଏ ସୁନ୍ଦର ବୁଝାମଣା.
- ଏହି ବିଷୟରେ ଅନ୍ୟ କିଛି ସମସ୍ୟା ଉଠିପାରେ ସେଗୁଡ଼ିକର ପରୀକ୍ଷଣ.
|
|
|