ରାଷ୍ଟ୍ରୀୟ ଜ୍ଞାନ ଆୟୋଗ
ଭାରତ ସରକାର
  


ନୂଆ
ଭାରତ ଶକ୍ତି ପୋର୍ଟାଲ୍
ଭାରତ ଜଳ ପୋର୍ଟାଲର
ନୂଆ ଅନୁମୋଦନସମୂହ

  ଭାଷା
  English
  हिन्दी
  বাংলা
  മലയാളം
  অসমীয়া
  ಕನ್ನಡ
  ارد و
  தமிழ்
  नेपाली
  মণিপুরী
  ગુજરાતી
ଏନ କେ ସି (NKC) ପରାମର୍ଶ | କାର୍ଯ୍ୟ ମଣ୍ଡଳୀ

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ NKC ର ପରାମର୍ଶ

ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର:

  1. Mr. P.M. Sinha (Chairperson)
    Former CEO, Pepsi India

  2. Prof. Amitava Bose
    Former Director, IIM Calcutta

  3. Prof. Jahar Saha
    Former Director, IIM Ahmedabad

  4. Prof. K.R.S. Murthy
    Former Director, IIM Bangalore

ପ୍ରସଙ୍ଗର ସର୍ତ୍ତାବଳୀ:
  1. ପାଠ୍ୟବସ୍ତୁ, ଶିକ୍ଷଣ ପରିଗଠନ, ଶାସନ ଓ ପ୍ରବେଶାଧିକାର ବିଷୟର ସମସ୍ୟା, ବାଧା ବିପତ୍ତି ଓ ଆହ୍ୱାନଗୁଡ଼ିକ ଚିହ୍ନଟ କରିବା.
  2. ଏହି ସବୁ ସମସ୍ୟା ଓ ଆହ୍ୱାନର ମୁକାବିଲା କରି ଏହି ପରିବର୍ତ୍ତନ ଏବଂ ସଂସ୍କାରର ପ୍ରୟୋଜନ, ବିଶେଷକରି ପାଠ୍ୟବସ୍ତୁ, ଅଧ୍ୟାପନା, ପରିଗଠନ ଓ ଶାସନ ଓ ପ୍ରବେଶଧିକାର ବିଷୟରେ, ସେଥିପାଇଁ ସଂସ୍କୃତି ପ୍ରସ୍ତୁତ କରିବା.
  3. ପ୍ରତିଭାଶାଳୀ ଅଧ୍ୟାପକମାନଙ୍କୁ କିପରି ଭାବେ ଆକୃଷ୍ଟ କରାଯିବ ଏବଂ କିପରି ଭାବେ ନିଯୁକ୍ତ କରି ରଖିବାକୁ ହେବ ସେଥିପାଇଁ ଆଲୋଚନା.
  4. ମ୍ୟାନେଜମେଣ୍ଟ୍ ଶିକ୍ଷା କ୍ଷେତ୍ରରେ କିପରି ଭାବେ ଗବେଷଣାର ଐତିହ୍ୟିକ ପ୍ରତିଷ୍ଠିତ କରାଯିବ, ସେ ବିଷୟରେ ମତାମତ ଦେବା.
  5. ଗଣଶାସନ ବ୍ୟବସ୍ଥାର କ୍ଷେତ୍ରରେ – ଏହା ମଧ୍ୟରେ ରାଜ୍ୟ ସରକାର ଓ ସ୍ଥାନୀୟ ସରକାରୀ ଶାସନ ଜଡ଼ିତ ଅଛି ଏବଂ ବିଶେଷକରି ନିୟାମକ ବ୍ୟବସ୍ଥା ସମୂହ ଓ ଜନନୀତିର କ୍ଷେତ୍ର ଓ ପଠନ ଓ ଗବେଷଣା ବ୍ୟବସ୍ଥାକୁ କିପରି ଭାବେ ଆହୁରି ଉନ୍ନତତର ମାନରେ କରାଯିବ ସେଥିପାଇଁ ଚିନ୍ତାଭାବନା କରିବା.
  6. ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ସ୍ୱାୟତ୍ୱତା ଓ ଦାୟିତ୍ୱବୋଧ ବିଷୟରେ ବିଚାର୍ଯ୍ୟ ବିଷୟରେ ବିଚାର କରିବା.
  7. ସମାଜରେ ବ୍ୟାପକତର ସ୍ତରରେ ମ୍ୟାନେଜମେଣ୍ଟ୍ ଶିକ୍ଷାର ମାନ ବୃଦ୍ଧି ଏବଂ ଶ୍ରେଷ୍ଠତ୍ୱ ପ୍ରାପ୍ତି କିପରି ଭାବେ ସମ୍ଭବ ହୋଇପାରେ ତାହା ନେଇ ନୂତନ ଭାବରେ ଚିନ୍ତା କରିବା.
  8. ଏହି ବିଷୟରେ ଆଉ କିଛି ସମସ୍ୟା ଉଠିପାରେ ସେଗୁଡ଼ିକର ବିଚାର କରିବା.