
|
|

|
NKC ପରାମର୍ଶ ପାଠାଗାର ଉପରେ
ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର :
- Smt. Kalpana Dasgupta (Chairperson)
Former Director, Central Secretariat Library, New Delhi
- Dr. S. Arunachalam
Distinguished Fellow, M.S. Swaminathan Research Foundation, Chennai
- Mr. K.K. Banerjee
Director, Raja Rammohan Roy Library Foundation, Kolkata
- Mr. K. Jayakumar
Joint Secretary, Ministry of Culture, New Delhi
- Dr. H.K. Kaul
Founding Director, DELNET, New Delhi
- Mr. K.K. Kochukoshy
Librarian, Central Reference Library, Kolkata
- Mr. Manoj Kumar K.
Acting Director, INFLIBNET, Ahmedabad
- Prof. S. Mandal
Director, National Library, Kolkata
- Prof. P.B. Mangla
Former Head of Dept. of Library and Information Science, University of Delhi
- Dr. T.A.V. Murthy
Librarian, CIEFL, Hyderabad
- Dr. Harsha Parekh
Former Head of Dept. of Library Science and University Librarian, SNDT Women's University, Mumbai
- Dr. A.R.D. Prasad
Associate Professor, Documentation Research and Training Centre, Indian Statistical Institute, Bangalore
ବିଶେଷଜ୍ଞ ଓ ଅଭିଜ୍ଞ ପେଷାଦାର ବ୍ୟକ୍ତିଙ୍କୁ ନେଇ ବିଶେଷ ବିଷୟର ଏହି ସବୁ ନିମ୍ନୋକ୍ତ ସମିତି ଗଠିତ ହୋଇଥିଲା :
୧. ନେଟୱାର୍କ ଏବଂ ଡାଟାବେଶ୍ ପ୍ରସ୍ତୁତ ପାଇଁ କମିଟି
- Smt. Kalpana Dasgupta (Chairperson)
Former Director, Central Secretariat Library, New Delhi
- Mr. K.K. Banerjee
Director, Raja Rammohan Roy Library Foundation, Kolkata
- Dr. H.K. Kaul
Founding Director, DELNET, New Delhi
- Mr. K.K. Kochukoshy
Librarian, Central Reference Library, Kolkata
- Mr. Manoj Kumar K.
Acting Director, INFLIBNET, Ahmedabad
- Dr. T.A.V. Murthy
Librarian, CIEFL, Hyderabad
- Dr. A.R.D. Prasad
Associate Professor, Documentation Research and Training Centre, Indian Statistical Institute, Bangalore
୨. ବ୍ୟକ୍ତିଗତ ସଂଗ୍ରହ ପାଇଁ କମିଟି
- Smt. Kalpana Dasgupta (Chairperson)
Former Director, Central Secretariat Library, New Delhi
- Dr. Imtiaz Ahmad
Director, Khuda Baksh Oriental Public Library, Patna
- Dr. Ramesh Gaur
Librarian, IGNCA, New Delhi
- Dr. Arun Ghosh
Former Librarian, Centre for Social Studies, ICSSR, Kolkata
- Dr. Sudha Gopalakrishnan
Mission Director, National Mission for Manuscripts, IGNCA, New Delhi
- Dr. H.K. Kaul
Founding Director, DELNET, New Delhi
- Dr. T.A.V. Murthy
Librarian, CIEFL, Hyderabad
- Dr. Usha Thakkar
Honorary Secretary, Mani Bhavan Gandhi Sangrahalya, Mumbai
୩. ସଂଗ୍ରହ ବୃଦ୍ଧି ପ୍ରକ୍ରିୟା ଓ ପରିଷେବାର ମାନ ଓ ପଦ୍ଧତି ବିଷୟକ ସମିତି
- Smt. Kalpana Dasgupta (Chairperson)
Former Director, Central Secretariat Library, New Delhi
- Dr. Jagdish Arora
Chief Librarian, IIT Delhi
- Mr. Frank Christopher
Joint Director, Parliament Library, New Delhi
- Dr. P.R. Goswami
Director, National Social Science Documentation Centre, New Delhi
- Mr. P. Jayarajan
Former Head, British Council Libraries
- Mr. K.K. Kochukoshy
Librarian, Central Reference Library, Kolkata
- Dr. Harsha Parekh
Former Head of Dept. of Library Science and University Librarian, SNDT Women's University, Mumbai
୪. ଲାଇବ୍ରେରୀଗୁଡ଼ିକର କର୍ମୀ ନିୟୋଗର ଗଠନ ଏବଂ ମାନବ ସଂସାଧନ ବିଷୟକ ପ୍ରୟୋଜନୀୟତା
- Smt. Kalpana Dasgupta (Chairperson)
Former Director, Central Secretariat Library, New Delhi
- Mr. K.K. Banerjee
Director, Raja Rammohan Roy Library Foundation, Kolkata
- Dr. S.M. Dhawan
Former Scientist F and Head, Library and Information Services, National Physical Laboratory, New Delhi
- Dr. S. Majumdar
University Librarian, Central Reference Library, Delhi University
- Prof. S. Mandal
Director, National Library, Kolkata
- Prof. P.B. Mangla
Former Head of Dept. of Library and Information Science, University of Delhi
- Mr. E. Rama Reddy
Former Librarian, University of Hyderabad
ପ୍ରସଙ୍ଗର ସର୍ତ୍ତାବଳୀ:
- ଭାରତରେ ଲାଇବ୍ରେରୀ ଓ ତଥ୍ୟ ପରିଷେବା କ୍ଷେତ୍ରରେ (LIS) ଉଦ୍ଦେଶ୍ୟ ବିଷୟକ ପୁନରାବଲୋକନ.
- LIS କ୍ଷେତ୍ରରେ ସମସ୍ୟାବଳୀ, ବାଧା ବିଘ୍ନ ଏବଂ ଆହ୍ୱାନ.
- LIS କ୍ଷେତ୍ରରେ ଏହିସବୁ ସମସ୍ୟାବଳୀ ଏବଂ ଆହ୍ୱାନର ମୁକାବିଲା କରିବା ଏବଂ ରାଷ୍ଟ୍ରର ସର୍ବାଧିକ କର୍ମକ୍ଷେତ୍ର ତଥ୍ୟ ପରିଷେବାର ସମ୍ପୂର୍ଣ୍ଣ ଉନ୍ନୟନର ପ୍ରୟୋଜନୀୟ ପରିବର୍ତ୍ତନ.
- ବର୍ତ୍ତମାନ ଲାଇବ୍ରେରୀଗୁଡ଼ିକ ଏବଂ ତଥ୍ୟ ପ୍ରକ୍ରିୟା ଓ ପରିଷେବାକୁ ଉନ୍ନତତ୍ତର ଭାବେ ନେଇ ଏବଂ ତାର ତଥ୍ୟ ଓ ସଞ୍ଚାର ପ୍ରଯୁକ୍ତିର କ୍ଷେତ୍ରରେ ଅସାଧାରଣ ପ୍ରଗତି ହୋଇଛି, ତାର ଲାଭ ନେବାପାଇଁ ପ୍ରୟୋଜନୀୟ ସିଦ୍ଧାନ୍ତ ଗ୍ରହଣ.
- ଦେଶରେ ପ୍ରୟୋଜନର କଥା ଚିନ୍ତାକରି ନୂତନ କଥା ଭାବି ଓ ନୂତନ ନୂତନ ପରିକଳ୍ପନା ହାତରେ ନିଆଯିବା ପାଇଁ ସମାଜରେ ତଥ୍ୟ ସମୃଦ୍ଧ ଏବଂ ତଥ୍ୟାଭାବେ ପିଡ଼ୀତ ଶ୍ରେଣୀର ମଧ୍ୟକାରମାନଙ୍କ ମଧ୍ୟରେ ଫରକ କମେଇବା.
- ଲାଇବ୍ରେରୀ ଓ ତଥ୍ୟ ପରିଷେବା କ୍ଷେତ୍ରରେ ମନୋନୟନ, ପ୍ରତିଭାର ସ୍ୱୀକୃତି ଏବଂ ବର୍ତ୍ତମାନ କର୍ମରତ ଗ୍ରନ୍ଥାଗାର କାର୍ଯ୍ୟର ଶିକ୍ଷଣ, ପ୍ରଶିକ୍ଷଣ ଓ ପରିମାର୍ଜନା ବିଷୟରେ ମତାମତ ଦେବା.
- ଦେଶରେ ସାଂସ୍କୃତିକ ସମ୍ପଦ ସଂରକ୍ଷଣ ଏବଂ ଦେଶଜ ଜ୍ଞାନର କ୍ଷେତ୍ରରେ ପ୍ରବେଶଧିକାର ସହାୟତା କରିବା.
- ସାଧାରଣ ମନୁଷ୍ୟର କ୍ଷେତ୍ରରେ ଜ୍ଞାନର ପ୍ରୟୋଗ ଏବଂ ସେଥିପାଇଁ ପାଇଥିବା ସୁବିଧା ସୁଯୋଗର ବ୍ୟବସ୍ଥା କରିବା ଓ ଏ ବିଷୟରେ ତତ୍ତ୍ୱାବଧାନ ପାଇଁ ଗୋଟିଏ ପ୍ରକ୍ରିୟା ତିଆରି କରିବା.
- ଏଇ ପ୍ରସଙ୍ଗରେ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଚାର ବିମର୍ଶ କରିବା.
|
|
|