
|
|

|
ଆଇନ ଶିକ୍ଷାର କ୍ଷେତ୍ରରେ NKC ର ବିଚାର ବିମର୍ଶ
ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର :
- Hon'ble Justice M. Jagannadha Rao (Chairperson)
Former Chairman, Law Commission of India and former judge, Supreme Court of India
- Hon'ble Justice Leila Seth
Former Chief Justice, Himachal Pradesh High Court
- Prof. B.S. Chimni
Current Vice Chancellor, National University of Juridical Sciences, Kolkata
- Prof. Madhav Menon
Former Director, National Judicial Academy, Bhopal
- Dr. G. Mohan Gopal
Current Director, National Judicial Academy, Bhopal
- P.P. Rao
Senior Advocate, Supreme Court of India
- Nishith Desai
Managing Partner, Nishith Desai Associates
ପ୍ରସଙ୍ଗର ସର୍ତ୍ତାବଳୀ:
- ପାଠ୍ୟବସ୍ତୁ, ଶିକ୍ଷଣ ପରିଗଠନ, ଶାସନ ଓ ପ୍ରବେଶଧିକାର ବିଷୟର ସମସ୍ୟା, ବାଧା ବିପତ୍ତି ଓ ଆହ୍ୱାନଗୁଡ଼ିକ ଚିହ୍ନଟ କରିବା.
- ଏହି ସବୁ ସମସ୍ୟା ଓ ଆହ୍ୱାନର ମୁକାବିଲା କରି ଏହି ପରିବର୍ତ୍ତନ ଏବଂ ସଂସ୍କାରର ପ୍ରୟୋଜନ, ବିଶେଷକରି ପାଠ୍ୟବସ୍ତୁ, ଅଧ୍ୟାପନା, ପରିଗଠନ ଓ ଶାସନ ଓ ପ୍ରବେଶଧିକାର ବିଷୟରେ, ସେଥିପାଇଁ ସଂସ୍କୃତି ପ୍ରସ୍ତୁତ କରିବା.
- ପ୍ରତିଭାଶାଳୀ ଅଧ୍ୟାପକମାନଙ୍କୁ କିପରି ଭାବେ ଆକୃଷ୍ଟ କରାଯିବ ଏବଂ କିପରି ଭାବେ ନିଯୁକ୍ତ କରି ରଖିବାକୁ ହେବ ସେଥିପାଇଁ ଆଲୋଚନା.
- ନିୟମ ସହ କାର୍ଯ୍ୟଗୁଡ଼ିକ ଓ ଆଇନ୍ ସ୍କୁଲଗୁଡ଼ିକ ଗବେଷଣାର ଐତିହ୍ୟ କିପରି ଭାବେ ପ୍ରତିଷ୍ଠିତ କରାଯିବା ସେ ବିଷୟରେ ମତାମତ ଦେବା.
- ବ୍ୟାପକତର ପରିବେଶର କଥା ଭାବେ ଦେଶରେ ଆଇନଗତ ଶିକ୍ଷାର ମାନ କିପରି ଭାବେ ବଢ଼ା ଯିବ ଏବଂ କିପରି ଭାବେ କାର୍ଯ୍ୟଟି ଶ୍ରେଷ୍ଠ ଗବେଷଣା କେନ୍ଦ୍ର ଭାବେ ଗଢା ତୋଳାଯିବ ସେ ବିଷୟରେ ଆଲୋଚନା କରିବା.
- ସାଧାରଣ ଶିକ୍ଷା ଓ ପାଠ୍ୟକ୍ରମ ଆଇନଗତ ଶିକ୍ଷାର ଏଇ କ୍ରମବର୍ଦ୍ଧମାନ ବିଷୟ କ୍ଷେତ୍ରଟି କିପରି ଭାବେ ଏକତ୍ର ନ ହୁଏ ସେଥିପାଇଁ ବିଚାର ବିମର୍ଶ.
- ଏହି ସବୁ ନିୟାମକ ସଂରଚନା ଓ ସର୍ତ୍ତାବଳୀ ଏବେ ଆଇନଗତ ଶିକ୍ଷାର କ୍ଷେତ୍ରରେ ମାନଗତ ଓ ବ୍ୟକ୍ତିଗତ ସମସ୍ୟାର ସୃଷ୍ଟି କରେ ସେଗୁଡ଼ିକର ଚିହ୍ନଟ କରିବା.
- ଏହି ବିଷୟରେ ଅନ୍ୟ କିଛି ସମସ୍ୟା ଉଠିପାରେ ସେଗୁଡ଼ିକର ପରୀକ୍ଷଣ.
|
|
|