
|
|

|
ସ୍ୱାସ୍ଥ୍ୟ ତଥ୍ୟ ନେଟୱାର୍କ ଏହି କ୍ଷେତ୍ରରେ NKC ପରାମର୍ଶଦାତା ସମିତି
ନିମ୍ନରେ ଦିଆଯାଇଥିବା ସଦସ୍ୟମାନେ କର୍ମଗୋଷ୍ଠୀର:
- Prof. N.K Ganguly
Chairman, Indian Council of Medical Research
- Dr B.S Bedi
Adviser, CDAC & Media Lab Asia,
Former Senior Director & Head Med. Electronics and Telemedicine
Dept. of IT, Govt. of India
- Mr Partha Chattopadhya
CD(DRS), Ministry of Health and Family Welfare
- Dr Shiban Ganju
Convener, I HIND
- Dr Shiva Kumar
Member, National Advisory Council
- Dr Ramakrishnan
Director General, CDAC
- Prof. K Srinath Reddy
President, Public Health Foundation of India
- Mr Rajdeep Sahrawat
Vice President, NASSCOM
- Mr Raj Shah
CEO, Capital Technology Information Services (CTIS)
- Dr YK Sharma
Deputy Director General, NIC
ପ୍ରସଙ୍ଗର ସର୍ତ୍ତାବଳୀ:
- ଭାରତରେ ସମ୍ଭାବ୍ୟ ପରିଷେବା ତଥ୍ୟ ବିଷୟରେ ଖବର ଇଲେକ୍ଟ୍ରୋନିକ୍ ମାଧ୍ୟମରେ ପାଇପାରିବେ, ଏପରି ଗୋଟିଏ ଗଠନର ପରିକଳ୍ପନା, ଏବଂ ତାର ସଂଯୋଜନା.
- ଭାରତୀୟ ସ୍ୱାସ୍ଥ୍ୟ ତଥ୍ୟ, ନେଟୱାର୍କର ବିଭିନ୍ନ ସନ୍ଦର୍ଭ ଅନୁସାରେ (ଗଠନ, ଅର୍ଥବିନିମୟ, ଗୋଦାମଜାତ ହୋଇଥିବା ଏବଂ ୱେବ୍ ନିର୍ଭର ପରିଷେବା) ଗୋଟିଏ ୱେବ୍ ସାଇଟ୍ ନିର୍ମାଣ ପାଇଁ ପ୍ରୟୋଜନୀୟ ନକସା ଓ ତାର ବାସ୍ତବ ରୂପାୟନ
- ଜନସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ବିଷୟକ ଗବେଷଣା ଏବଂ ସ୍ୱାସ୍ଥ୍ୟ ପରିଷେବା ପ୍ରଦାନ ଏଇ ସମସ୍ତକୁ ସମର୍ଥନ କରିବାପାଇଁ ଗୋଟିଏ ପଦ୍ଧତିର ସଂଯୋଜନ.
- ଭାରତ ପାଇଁ ଜରୁରୀ ମାନକ ଏବଂ ଆର୍ନ୍ତଜାତିକ ମାନର ତୁଳନା ସେଗୁଡ଼ିକର କାର୍ଯ୍ୟ ସମ୍ପାଦନ କରିବା ଓ ଏଇ ଯୋଜନାକୁ ବାସ୍ତବିକ କରି ଆରମ୍ଭ କରିବା.
- ପରମ୍ପରାଗତ, ନବ ଅଭିଜାନ ଏବଂ ସର୍ବଜାଗତିକ ପଦ୍ଧତି ଏହି ତିନି ସ୍ତରର ଆରମ୍ଭ ପାଇଁ ଶେଷ ଅବଧି ସମସ୍ତ ଆବଶ୍ୟକ ତଥ୍ୟକୁ ସୁସଂଗତଭାବେ ଏବଂ କ୍ରମବର୍ଦ୍ଧମାନ ରୂପେ ଅବସ୍ଥାନ କରିବା.
- ମୁକ୍ତ ସ୍ରୋତର ଗବେଷଣା, ମୁକ୍ତ ପରିଗଠନ ଏବଂ ସାଧାରଣ ସରଞ୍ଜାମ ଓ ଯନ୍ତ୍ରଗୁଡ଼ିକ ତିଆରି କରିବା ପାଇଁ ଉତ୍ସାହ ଦେବାପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ମାନର ଉନ୍ନୟନ ଘଟେ ଓ ଏହା ମାଧ୍ୟମରେ ସ୍ୱାସ୍ଥ୍ୟ ପରିଷେବା ପଦ୍ଧତିର ପ୍ରୟୋଗରେ ସହାୟକ ହୁଏ.
- ସମସ୍ତ ପ୍ରକାର ପ୍ଲାଟଫର୍ମ ଏବଂ ମାଧ୍ୟମର ଏକ ପାଖରୁ ଅନ୍ୟ ପାଖକୁ ପରିବର୍ତ୍ତିତ ହେଇ ଚାଲିବ, ଏପରି ପଦ୍ଧତି ତିଆରି କରିବା.
- ସମ୍ଭାବ୍ୟ ବ୍ୟକ୍ତିସତ୍ତା ଓ ସୁରକ୍ଷା ନିର୍ଭର ବିଷୟଗୁଡ଼ିକ ପରୀକ୍ଷା କରି ଦେଖିବା ଏବଂ ଏହି ବିଷୟରେ ଗୃହୀତ ସ୍ୱୀକୃତୀ ସିଦ୍ଧାନ୍ତଗୁଡ଼ିକୁ ନିୟମବଦ୍ଧ କରିବା.
- ସ୍ୱାସ୍ଥ୍ୟ ପରିଷେବା ସଙ୍ଗେ ଜଡ଼ିତ ସମସ୍ତ ମନୁଷ୍ୟ ପାଇଁ ସ୍ୱୀକୃତି ଏବଂ ମାନକ ପ୍ରଦାନର ଗୋଟିଏ ପଦ୍ଧତି ପ୍ରସ୍ତୁତ କରିବା.
- ଏହି ପରିଗଠନକୁ ଅନୁମୋଦନ କରିବା ଓ ସେ ବିଷୟରେ ତୀବ୍ରତର ଗତିରେ ସିଦ୍ଧାନ୍ତ ନିଆଯିବା ପାଇଁ ଏକାଧିକ ଆଦିରୂପରେ ନିର୍ମାଣ କରିବା.
- ଏହି ପଦ୍ଧତିର କିଛି ବିଶିଷ୍ଟ ଏବଂ ତାର କାର୍ଯ୍ୟକାରୀ ଉତ୍ତରଣ ପାଇଁ ପ୍ରୟାସ କରିବା.
- ଏହି ପ୍ରୋଗ୍ରାମର ଗୋଟିଏ କାର୍ଯ୍ୟ ସମ୍ପାଦନ ପରିକଳ୍ପନା କରିବା.
- ବ୍ୟବସାୟିକ ଏବଂ ଅର୍ଥନୀତିକ ଦିଗର କାର୍ଯ୍ୟକାରୀ ମଡ଼େଲ୍ ତିଆରି କରିବା ଏବଂ ଏହାର ମଧ୍ୟରେ ସରକାରୀ ଏବଂ ବେସରକାରୀ ସ୍ରୋତର ଏକୀକରଣ ଘଟିବା ଏବଂ ତହା ସଙ୍ଗେ ସମ୍ପର୍କିତ ଭୂମିକା ଓ ଦାୟିତ୍ୱଗୁଡ଼ିକର ପାଳନ କରିବା.
- ସମ୍ଭାବ୍ୟ କ୍ଷତି ଓ ପ୍ରୟୋଜନୀୟ ବାସ୍ତବାୟନ ପ୍ରକ୍ରିୟାଗୁଡ଼ିକ ଚିହ୍ନିତ କରିବା.
|
|
|