
|
|

|
ଐତିହ୍ୟପୂର୍ଣ୍ଣ ଜ୍ଞାନର ନିରୀକ୍ଷଣ
ଜାତୀୟ ଜ୍ଞାନ କମିସନ ଐତିହ୍ୟପୂର୍ଣ୍ଣ ଜ୍ଞାନର ନିମ୍ନଲିଖିତ ଦୃଶ୍ୟଗୁଡ଼ିକୁ ନିରୀକ୍ଷଣ କରୁଛନ୍ତି :
- କ୍ରିଏଟିଭ, କଲଚରାଲ ଏବଂ ଲିଗାସି ଇଣ୍ଡଷ୍ଟ୍ରିଜ ଯାହା ଐତିହ୍ୟପୂର୍ଣ୍ଣ ଜ୍ଞାନ ଏବଂ ନିଦର୍ଶନ ପତ୍ର ବ୍ୟବହାର୍ଯ୍ୟ ବିଧିକୁ ନିୟମିତ କରେ ତାହା ହେଲା ଏନ.କେ.ସି ର ମୌଳିକ ତଥ୍ୟ ଓ ମୂଖ୍ୟ ମୂଳଦୂଆ।
- ଆମ ପାଖରେ ଥିବା ୪୦୦୦୦ ଅଧିକ କାରଖାନା ମଧ୍ୟସ୍ଥ ତିଆରି ଔଷଧ ପଦ୍ଧତି ଯାହା ଆଯ଼ୁର୍ବେଦ, ଯ଼ୁନାନୀ, ସିଦ୍ଧ, ତିଦ୍ଧତାନ (ପ୍ରମାଣ ପତ୍ର ସହିତ) ଏବଂ ବିନା ପ୍ରମାଣପତ୍ର ଆଦିବାସୀ ପ୍ରଥା ମେଡିସିନ୍ ସଂସ୍ଥାର ମାଧ୍ୟମରେ ଆମ ପାଖକୁ ଆସିଅଛି.
- ଆଇ. ସି. ଏ. ଆର (ICAR) ଦ୍ବାରା ୪୫୦୨ଟି ପୁରୁଣାକାଳର କୃଷି ପଦ୍ଧତିକୁ ପୁସ୍ତକାଦିର ଅନୁକ୍ରମରେ ନିଦର୍ଶିତ କରାଯାଇଛି ଯେଉଁଥିରେ ଡିସେମ୍ବର ୨୦୦୫ ପର୍ଯ୍ୟନ୍ତ ୮୬ ଟିକୁ ବୈଧ ଓ ୩୮ଟିକୁ ଅବୈଧ କରାଯାଇଛି.
- ଆମର ପାକଶାଳା ସମ୍ବନ୍ଧୀୟ ପୁରୁଣା ପ୍ରଥା ଯେଉଁଥିରେ ବ୍ୟବହୃତ ହେଉଥିବା ୧୫୦ ପ୍ରକାର ପନିପରିବା ସହିତ ସମାନ ପରିମାଣର ଫଳମାନଙ୍କର ଖାଦ୍ୟସାର ଏବଂ ଅନ୍ୟାନ୍ୟ ତଥ୍ୟ, ଦିଆଯାଇଥିବା ନିଦର୍ଶନ ପତ୍ରରେ ମିଳିପାରିବ.
- ଜାତୀଯ଼ ପରିଭ୍ରମଣ ସଂସ୍କୃତିର ଉନ୍ନତିକରଣ ଯଥା ଆଦିବାସୀ କଳା ସେଣ୍ଟରଗୁଡ଼ିକର ଚିହ୍ନିତକରଣ ପ୍ରକୃତରେ ଚାଲୁଥିବା ଆଞ୍ଚଳିକ କଳାର ଉନ୍ନୀତ ଏବଂ ଆମ ଦେଶରେ ଥିବା ଅସାଧାରଣ ସ୍ଥାନଗୁଡ଼ିକର ଓ ପଦ୍ଧତିମାନଙ୍କର ବ୍ୟବହାରକରଣ.
- ପୁରୁଣା ପ୍ରଥା ଅନୁଯାଯ଼ୀ ଜଳ ସେଚନ ଦ୍ୱାରା ଚାଷ ଉତ୍ପାଦନ ପଦ୍ଧତିମାନ ଯାହା ଉଦାହରଣ ସ୍ୱରୂପ ସି.ଏସ.ଇ (CSE) ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ଖଣ୍ଡିଏ ପୁସ୍ତକରେ ଭଲଭାବେ ପ୍ରମାଣିତ.
- ଆମର ପୁରୁଣା ପ୍ରଥାନୁଯାଯ଼ୀ ଉତ୍ପାଦନ, ସେବା ଏବଂ କଳା ପଦ୍ଧତିଗୁଡ଼ିକ, ଯାହା ଉପରେ ଲିଖିତ ଅନୁଚ୍ଛେଦରେ ଅନ୍ତଃର୍ଭୁକ୍ତ ହୋଇନାହିଁ.
ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ଆମ ସଂସ୍କୃତିର ବାଣିଜ୍ୟିକ ବ୍ୟବହାର ବିଧିରେ ସର୍ବନିମ୍ନ ୧୦ କୋଟି ଲୋକଙ୍କ (୧୦,୦୦, ୦୦, ୦୦୦) ନିଯୁକ୍ତି ତିଆରି ହେବାର ଏବଂ ବାର୍ଷିକ ରାଜସ୍ୱ ବାବଦ (୬,୦୦, ୦୦୦) ସର୍ବନିମ୍ନ କୋଟି ଟଙ୍କା ହେବାର ସମ୍ଭାବନା ଅଛି.
|
|
|